ଜମି ଦଲାଲିରୁ ସୁନ୍ଦରଗଡ଼ରେ ଗୁଳି ଚାଳନା : ଜଣେ ମୃତ

ସୁନ୍ଦରଗଡ଼: ଶୁକ୍ରବାର ରାତି ୯ଟାରେ ସୁନ୍ଦରଗଡ଼ ସହର ମହନ୍ତିଆପଡା ନିକଟ ପିଏସଆର ସିନେମା ହଲ ସାମ୍ନାରେ ଗୁଳି ଫୁଟିଛି। ଗୁଳିରେ ମହନ୍ତିଆପଡାର ଜଣେ ୩୨ ବର୍ଷୀୟ ବ୍ଯକ୍ତିଙ୍କ ମୃତ୍ଯୁ ହୋଇଛି। ମୃତକ ହେଲେ ମୁଣ୍ଡାପଡାର ମୁରାରୀ ତନ୍ତୀ। ତାଙ୍କ ମୁଣ୍ଡ ଓ ବେକରେ ଗୁଳି ଲାଗିଛି। ଜମି ଦଲାଲିରୁ ଗୁଳିକାଣ୍ଡ ହୋଇଥିବା ସହରରେ ଚର୍ଚ୍ଚା ହେଉଛି। ରାତି ୯ଟାରେ ମୁରାରୀ ନିଜ କାରରେ ଘରକୁ ଫେରୁଥିବାବେଳେ ସିନେମା ହଲ ପାଖରେ … Continue reading ଜମି ଦଲାଲିରୁ ସୁନ୍ଦରଗଡ଼ରେ ଗୁଳି ଚାଳନା : ଜଣେ ମୃତ